STORYMIRROR

ଛେପ ମୁଁ ସେ ଏକ ଚାରି ପାଞ୍ଚ ଦିନ ତଳେ ଏକ କେଉଁ ପାଦପ ନଦୀଟିଏ ଉତ୍ପତ୍ତି ତାହା ହେଲେ ହଁ! ଶୋଷଣ ଓ ଚକ୍ରାନ୍ତର ମୁକ ସାକ୍ଷୀ ହେବା ଯଦି ବଂଚିବା ଅନ୍ୟାୟ ଦୁର୍ଘଟଣା ସେ ବନ୍ଚିଛି!କେଜାଣି! ଭୁଲି ଗଲାଣି ସେ କେମିତି ବନ୍ଚନ୍ତି! କାହାକୁ ବା ପଚାରିବ! ଯଦି ଦୁଇ ବଖତ ଖାଇ ଦୁଇ ମୁନ୍ଦା ପିଇ ପଡି ରହିବାଟା ବଂଚିବା ତା ହେଲେ ହଁ! କୋଣାର୍କର ଭଗ୍ନ ମୁଖଶାଳା ପରି ସବୁ ଘଟଣା

Oriya ସେ ! ସେ ଏକ ବିରାଟ ପ୍ରଶ୍ନବାଚୀ । Audios